Find the Best nojotoodiapoetry Shayari, Status, Quotes from top creators only on Gokahani App. Also find trending photos & videos about
Priya Prayash
Mirror is my friend ଆଇନା ମୋର ବନ୍ଧୁ #ଓଡ଼ିଆ #odia #odianojoto #Odisha #odiapoem #nojotoodia #nojotoodisha #nojotoodiapoetry #nojota
read morePriya Prayash
କବିତା- ନାରୀ ସମ୍ମାନ ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ ନାରୀ ଓ ବର୍ତ୍ତମାନର ସମାଜକୁ ଦୃଷ୍ଟିରେ ରଖି କବିତାଟି ରଚିତ ହୋଇଛି। #nojotonews #nojotoodia #nojotoodisha #nojotoodiapoetry #odia #odianojoto #odiapoem
read morePriya Prayash
Priya Prayash
ପରିମଳ #nojato #nojotoodia #nojotoodisha #nojotoodiapoetry #odia #odianojoto #Odisha #odiya
read moreSonu Dash
ଲୋକୋଙ୍କ ବିଚାରରେ ନାରୀ _______________________________ ଜନ୍ମ ବେଳୁ ହୁଏ କାହା ଘରେ ଲକ୍ଷ୍ମୀ ତ କାହା ପାଇଁ ବୋଝୋ ର ପତ୍ର। ନାରୀ ନୁହେଁ ସେ ଅହିଶୁଲକ୍ଷଣି ହୁଏ ପରିବରେ୍ ଖୁସି ର ପତ୍ର।। ପ୍ରତି ମୁହୂର୍ତ୍ତ ରେ ସଂଗ୍ରାମ କରେ ସେ ପିଇବାକୁ ତାର ସ୍ଥାନ । ସମାଜରେ କେବେ ହୁଏ ମହାନ ତ କେବେ ପାଏ ହିଂସା ର ସ୍ଥାନ।। ପରଘର ଝିଅ ଶୁଣୁ ଥାଏ କେବେ କେବେ ଶୁଣେ ଘରର ଶ୍ରୀ। କାହା ପାଇଁ ହୁଏ ସେ ଅସୁର ବଧିନି କାହା ପାଇଁ ହୁଏ ସେ ଘରଣୀ ସ୍ତ୍ରୀ।। ଲୋକୋଙ୍କ ମନକୁ ନେଇ ପାଇ ସେ ପରିଚୟ କାଉଠି ମନ୍ଦ ତ କାଉଠି ଭଲ । ନାରୀ ର ଆଦରେ ହୁଏ ଶ୍ରୀ ଯୁକ୍ତ ଅନାଦରେ ହୁଏ ନଷ୍ଟ ବ୍ୟକ୍ତି ର ପରିଚୟ।। -ସୋନୁ #Women_Special #Mylanguage #nojotoodiapoetry
#Women_Special #Mylanguage #nojotoodiapoetry
read moreSubrat kumar Das
-:ଅମାନିଆ ସେଇ ପିଲା ଦିନଟି:- ସ୍ନିଗ୍ଧ ସକାଳର ସୁରୁଜ କିରଣ ବରଷାରେ ଭିଜା ସେ ଗାଆଁ ମାଟି ଶୀତ ସକାଳର ଧୂନି ଜଳା ନିଆଁ ଅମାନିଆ ସେଇ ପିଲା ଦିନଟି।। ଖରା ବେଳର ସେ ସାଙ୍ଗ ସାଥି ମେଳେ ଝଟକୀ ଉଠଇ ଆମ୍ବ ତୋଟା ଟି ବର ଓହଳରେ ଡାଳି ମାଙ୍କୁଡ଼ି ହଜିଚି ସେ ଦିନ କାହିଁ କେଉଁଠି ଅମାନିଆ ସେଇ ପିଲା ଦିନଟି।। - ସୁବ୍ରତ କୁମାର ଅମାନିଆ ସେଇ ପିଲା ଦିନଟି #nojotoodiapoetry #shayeri
ଅମାନିଆ ସେଇ ପିଲା ଦିନଟି #nojotoodiapoetry #shayeri
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited