Find the Best କଳା Shayari, Status, Quotes from top creators only on Gokahani App. Also find trending photos & videos about
Pallavi Pujapanda
#କଳା ଦେଖଣାହାରୀ କି ଦେଖେ କଳାର ଧଳା ପାଖ, ହାଲୁକା ଦାଗଟାଏ କେଡେ ଜକଜକ ! ମୁଁ ପ୍ରେମ କରେ ଯେଉଁ ଫାଳ ତମେ ସେଇ ଫାଳକ ନେଇ ଆସ, ତମେ ଆସ ଗୋ ଫେରେ ମୁହଁ ମାଖି , କଣ୍ଠ ଝାଡ଼ି ଆସ ଏ ବ୍ୟସ୍ତ , ବିଷାଦ ସବୁ ଅଭିନୟ ସବୁ ଅବାସ୍ତବ ! #ଯାହା_ଯେମିତି_ସେମିତି #ପଲ୍ଲବୀ ୧୬/୧୦/୨୦୨୨ #yqbaba #yqbhainan #thirdquote
#yqbaba #yqbhainan #thirdquote
read moreAdyasha Priyadarshini D
।।। କଳା, ମୋ ପାଇଁ ପ୍ରେମର ରଙ୍ଗ ।।। କଳା, ସେଇ ରାତିର ରଙ୍ଗ, ଯିଏ ମୋତେ କରଗତ କରେ, ଆଉ ବିଭୋର କରେ ତୋ ସ୍ୱପ୍ନରେ । କଳା, ତୋର ଘନ କେଶରାଶି ର ରଙ୍ଗ, ଯିଏ ମୋତେ ନିକଟସ୍ଥ କରାଏ ତୋର, ଆଉ ତାକୁ ଛୁଇଁ ଚଗଲାମି କରିବାକୁ ଅନୁଜ୍ଞପ୍ତି ଦିଏ । କଳା, ସେଇ ମେଘର ରଙ୍ଗ, ଯାହାର ପ୍ରତିଟି ବୁନ୍ଦା ମୋତେ ଅବିରତ, ଯନ୍ତ୍ରଣାରେ ଜର୍ଜରିତ କରାଏ, ତୋତେ ପାଖରେ ପାଇବା ପାଇଁ । କଳା, ତୋର ଗାଲରେ ଥିବା କଳାଜାଈ ର ରଙ୍ଗ, ଯାହା ଆକୃଷ୍ଟ କରେ ମୋ ଅଧର କୁ, ତୋ ଗାଲକୁ ଚୁମି ଯିବା ପାଇଁ । କଳା, ତୋ କଜ୍ଜଳ ର ରଙ୍ଗ, ଯାହା ତୋ ଆଖିରେ ଲାଗି ହୋଇଯାଏ ଆହୁରି ସୁନ୍ଦର, ତାକୁ ଦେଖି ମୋ ମନରେ ଭରିଯାଏ ନିଶା, ତୋର ସେହି ଦୁଇ ଆଖିରେ ସବୁଦିନ ପାଇଁ ସମାଧିସ୍ଥ ହୋଇଯିବାକୁ । #blackisbeautiful nominated by Malaya Mohanty. I know I have not justified the meaning of your theme. But I have tried something different. Hope you like it. #କଳା #ପ୍ରେମ #ରଙ୍ଗ #ମେଘ #ଆଖି #ମନ #ରାତି #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself
#BlackIsBeautiful nominated by Malaya Mohanty. I know I have not justified the meaning of your theme. But I have tried something different. Hope you like it. #କଳା #ପ୍ରେମ #ରଙ୍ଗ #ମେଘ #ଆଖି #ମନ #ରାତି #yqbaba #yqdidi #yourquote #Yqbhaina #yqodia #munodia #yopowrimo #poem poetry #boostthyself
read moreNabikasri Utkalsourav
-:୨୦୨୦ରଥଯାତ୍ରା ଅନିଶ୍ଚିତତାର ସଂଘର୍ଷ:- **** କାଳିଅା କରୁଛି ଲୀଳା.. କୋଭିଡ଼୍ ଆଣିଛି କୀଳା..॥ ଶ୍ରୀରଥ ପାଇଁ ଭିଡ଼ାଭିଡ଼ି... ରଥଗଡ଼ୁ-ଭକତେ ରଡ଼ି...॥ ସୁପ୍ରିମ୍ କୋର୍ଟ ଗଲା ଡରି.. ଶିରିକ୍ଷେତ୍ରରେ ଲୀଳାକରି... ସେ "ନନ୍ଦିଘୋଷେ" ଗଲ ଚ଼ଢ଼ି ॥ #କଳା ନାଉରୀ,କରିଦେ ପାରି,ଯିବି ସେପାରି ଜନତା କର୍ଫ୍ୟୁ ଦେଖି ଶିଘ୍ର ଯାତଦେଲ ସାରି, ବାମନ ରୁପକୁ ଟିଭିରେ ଦେଖାଇଲ ହରି॥ ଜୟ ଜୟ ଜୟ ଜୟ ଶିରିକ୍ଷେତର ପୁରୀ🇮🇳 -:ଚ଼ିନ୍ତନ୍ ଶ୍ରୀବାଣୀ #feather
Nabikasri Utkalsourav
-:୨୦୨୦ରଥଯାତ୍ରା ଅନିଶ୍ଚିତତାର ସଂଘର୍ଷ:- **** କାଳିଅା କରୁଛି ଲୀଳା.. କୋଭିଡ଼୍ ଆଣିଛି କୀଳା..॥ ଶ୍ରୀରଥ ପାଇଁ ଭିଡ଼ାଭିଡ଼ି... ରଥଗଡ଼ୁ-ଭକତେ ରଡ଼ି...॥ ସୁପ୍ରିମ୍ କୋର୍ଟ ଗଲା ଡରି.. ଶିରିକ୍ଷେତ୍ରରେ ଲୀଳାକରି... ସେ "ନନ୍ଦିଘୋଷେ" ଗଲ ଚ଼ଢ଼ି ॥ #କଳା ନାଉରୀ,କରିଦେ ପାରି,ଯିବି ସେପାରି ଜନତା କର୍ଫ୍ୟୁ ଦେଖି ଶିଘ୍ର ଯାତଦେଲ ସାରି, ବାମନ ରୁପକୁ ଟିଭିରେ ଦେଖାଇଲ ହରି॥ ଜୟ ଜୟ ଜୟ ଜୟ ଶିରିକ୍ଷେତର ପୁରୀ🇮🇳 -:ଚ଼ିନ୍ତନ୍ ଶ୍ରୀବାଣୀ #feather
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited