Nojoto: Largest Storytelling Platform

ଆଖିରେ ଆଖିରେ ଏ ତୁମେ କ'ଣ କହିଦେଲ ପବନ ଗାଈଲା ଗୀତ ପାଣିରେ

ଆଖିରେ ଆଖିରେ
ଏ ତୁମେ କ'ଣ କହିଦେଲ
ପବନ ଗାଈଲା ଗୀତ
ପାଣିରେ ଚହଳ

©Sangha Mitra Raiguru
  #Sanghamitra #Love #Reality #Life #Feeling