Nojoto: Largest Storytelling Platform

ଶାୟାରି

ଶାୟାରି

  • 3 Followers
  • 5330 Stories

Stories related to ଶାୟାରି

Tripati

Pk Bhai

Pk Bhai

Tripati

Rj Bipin

Tripati

Pk Bhai

Pk Bhai

krishnaraj

#@krishnaraj #sad_quotes #ଶାୟାରି

read more
White ମଣିଷ ଟାଣୁଛି ମଣିଷ ର ଗୋଡ଼
                କହି ନିଜକୁ ନିସ୍ଵାର୍ଥୀ
ନିଜ ସ୍ୱାର୍ଥ ପାଇଁ ବଳି ଦିଅଇ ଅନ୍ୟକୁ
          ବୋଲାଇ ନିଜକୁ ସ୍ୱାଭିମାନୀ
ପରକୁ କୁହେ ଛାଡ଼ ଦିଅ ଲୋଭ କ୍ରୋଧ
               ଛାଡ଼ ମୋହ ମାୟା ସଂସାର
ଏପଟେ ନିଜ ପାଇଁ ଅର୍ଥ ସଞ୍ଚଇ 
              ଉଲ୍ଲାଶେ କାଟଇ ଜୀବନ
ଗୋଟେ ଆଙ୍ଗୁଟି ଗେଞ୍ଜଇ ଅନ୍ୟକୁ
                 ପରଖି ଅନ୍ୟର ତ୍ରୁଟି
ହେଲେ ସେ ଭୁଲେ ଆଉ ତିନୋଟି
                  ନିଜ ଦୋଷ ପରଖନ୍ତି

©krishnaraj #@krishnaraj 

#sad_quotes

Pk Bhai

loader
Home
Explore
Events
Notification
Profile