Nojoto: Largest Storytelling Platform

ଯେ ଯାଏଁ ନିଶ୍ୱାସ, ସେ ଯାଏଁ ବିଶ୍ଵାସ, ରହିଅଛି, ରହି ଥାଉ,

ଯେ ଯାଏଁ ନିଶ୍ୱାସ,
ସେ ଯାଏଁ ବିଶ୍ଵାସ,
ରହିଅଛି, ରହି ଥାଉ,
ଇଛାମୟ ସିଏ, 
ତାଙ୍କରି ଇଛାରେ
ଯା ହେବାର ହେଇ ଯାଉ!!!

©Dipika Sahoo
  #Mulaayam #odiawritings #odiakavita #mokalam #kabita #nojoto❤