Nojoto: Largest Storytelling Platform

ଶ୍ରେଷ୍ଠ ବୋଲି କିଛି ନଥାଏ ଚେନାଏ ହସ ବୁନ୍ଦାଏ ଲୁହ ମୁଠାଏ

ଶ୍ରେଷ୍ଠ ବୋଲି କିଛି ନଥାଏ 
ଚେନାଏ ହସ
ବୁନ୍ଦାଏ ଲୁହ
ମୁଠାଏ ସ୍ବପ୍ନ 
ଅଳ୍ପ ର ଗଳ୍ପକୁ ନେଇ
ଜୀବନ କାହାଣୀ
ବେଳେ ବେଳେ 
ଇତିହାସ ରହିଥାଏ ।।

©Tafizul Sambalpuri
  #Time