ଗୋଲାପକୁ ଦେଇ ତୁମରି ହାତରେ ପ୍ରେମ ନିବେଦନ କାଲି l ପ୍ରତିଜ୍ଞା ଦିବସେ ପ୍ରତିଜ୍ଞା କରି ତୋ ଚିରସାଥି ହୋଇଗଲି ll ଚକୋଲେଟ ଟେଡି ଆଲିଙ୍ଗନ ପରେ ଚୁମ୍ବନ ଦିବସ ଗଲା l ପ୍ରେମ ସପ୍ତାହର ଅନ୍ତିମ ଦିନଟି ଆଜି ଉପସ୍ଥିତ ହେଲା ll ପ୍ରେମର ଦିବସେ ପ୍ରେମିକା ସାଥିରେ ପ୍ରେମୀ ଯୁଗଳଟେ ହୋଇ l ଆନନ୍ଦ ମନରେ ବୁଲୁଥିଲୁ ଆମେ ବଜାର ଓ ପାର୍କ ଯାଇ ll କେଉଁଠି ଥିଲେ ଏ ଗେରୁଆ ବସ୍ତ୍ରରେ ବଜରଙ୍ଗୀ ଦଳ ଵାଲା l ହରିନେଲେ ସବୁ ଆନନ୍ଦ ଉଲ୍ଲାସ ମନେ ମୋର ଯାହା ଥିଲା ll #myquotes #myloveforyou #myfeelings #mywritings #mydiary #mydream #mypen #mypoetry