Nojoto: Largest Storytelling Platform
mrutyunjayasahoo1491
  • 259Stories
  • 0Followers
  • 0Love
    0Views

Mrutyunjaya Sahoo

  • Popular
  • Latest
  • Video
a43418ba6f6afb8b634bb79f80663060

Mrutyunjaya Sahoo

ତୁମ ଭାବନାର ଭାବରେ ମୋ ଭାବକୁ ବାନ୍ଧି,
ଚିରଦିନ ଛନ୍ଦି ହୋଇ ରହିଯିବି ତୁମରି ପ୍ରେମରେ | ତୁମ ଭାବନାର ଭାବରେ ମୋ ଭାବକୁ ବାନ୍ଧି,
ଚିରଦିନ ଛନ୍ଦି ହୋଇ ରହିଯିବି ତୁମରି ପ୍ରେମରେ |

ତୁମ ଭାବନାର ଭାବରେ ମୋ ଭାବକୁ ବାନ୍ଧି, ଚିରଦିନ ଛନ୍ଦି ହୋଇ ରହିଯିବି ତୁମରି ପ୍ରେମରେ |

a43418ba6f6afb8b634bb79f80663060

Mrutyunjaya Sahoo

ଜଣେ ବିଶ୍ୱାସୀ ହୋଇ  ଜଣଙ୍କର ବିଶ୍ୱାସର ପାତ୍ର ହୋଇପାରିବା ସହଜ ଅଟେ,
କିନ୍ତୁ ସେଇ ବିଶ୍ୱାସକୁ ବଜାୟ ରଖିବା କଷ୍ଟସାଧ୍ୟ ଅଟେ |
 ଜଣେ ବିଶ୍ୱାସୀ ହୋଇ  ଜଣଙ୍କର ବିଶ୍ୱାସର ପାତ୍ର ହୋଇପାରିବା ସହଜ ଅଟେ,
କିନ୍ତୁ ସେଇ ବିଶ୍ୱାସକୁ ବଜାୟ ରଖିବା କଷ୍ଟସାଧ୍ୟ ଅଟେ |

ଜଣେ ବିଶ୍ୱାସୀ ହୋଇ ଜଣଙ୍କର ବିଶ୍ୱାସର ପାତ୍ର ହୋଇପାରିବା ସହଜ ଅଟେ, କିନ୍ତୁ ସେଇ ବିଶ୍ୱାସକୁ ବଜାୟ ରଖିବା କଷ୍ଟସାଧ୍ୟ ଅଟେ |

a43418ba6f6afb8b634bb79f80663060

Mrutyunjaya Sahoo

ଜଣଙ୍କୁ ବିଶ୍ୱାସ ରଖି ଅନ୍ୟକୁ ଭରଷା ଦେବା,
ବୋଧେ ମୂର୍ଖତାର ପରିଚୟ | ଜଣଙ୍କୁ ବିଶ୍ୱାସ ରଖି ଅନ୍ୟକୁ ଭରଷା ଦେବା,
ବୋଧେ ମୂର୍ଖତାର ପରିଚୟ |

ଜଣଙ୍କୁ ବିଶ୍ୱାସ ରଖି ଅନ୍ୟକୁ ଭରଷା ଦେବା, ବୋଧେ ମୂର୍ଖତାର ପରିଚୟ |

a43418ba6f6afb8b634bb79f80663060

Mrutyunjaya Sahoo

ପଞ୍ଚୁକ ନୁହେଁ ପାଞ୍ଚ 'କ'

କପଟ ଧରି ତୁ ମନରେ, ଯଦି ପାଳୁ ପଞ୍ଚୁକ |
      କିଛି ମୂଲ୍ୟ ନାହିଁ ନଖାଇ , ମାସ ଯାକ ଆମିଷ ||
କ୍ରୋଧ ବଶବର୍ତ୍ତୀ ହୋଇଣ, ଯଦି କରୁ ତୁ ହିଂସା |
      କିଛି ମୂଲ୍ୟ ନାହିଁ ସକାଳୁ, କଲେ ତୁଳସୀ ପୂଜା ||
କଟୁ କଥା କହି ମୁଖରେ, ଯଦି ପାଳୁ କାର୍ତ୍ତିକ |
       କିଛି ମୂଲ୍ୟ ନାହିଁ ମନ୍ଦିରେ, ଯାଇ ପୂଜିଲେ ଶିବ ||
କାମନା କମ୍ପାଇ ଶରୀରେ, ଯଦି କରୁ ତୁ ଭକ୍ତି |
        କିଛି ମୂଲ୍ୟ ନାହିଁ ମୁରୁଜ, ଢାଳି ତୁଳସୀ ମୂଳେ |
କୁସଙ୍ଗଙ୍କ ପାଶେ ତୋଳିବୁ , ଯଦି ମନରେ ଘର |
      କିଛି ମୂଲ୍ୟ ନାହିଁ ପ୍ରତ୍ୟହ, ସ୍ନାନ କଲେ ପ୍ରଭାତେ |
   ଶୁଭ ସକାଳ ବନ୍ଧୁଗଣ। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ଆକାମାବୈଇ  #collab  #yqodia #yqbhaina  #YourQuoteAndMine
Collaborating with YourQuote Bhaina

ଶୁଭ ସକାଳ ବନ୍ଧୁଗଣ। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଆକାମାବୈଇ #Collab #yqodia #Yqbhaina #YourQuoteAndMine Collaborating with YourQuote Bhaina

a43418ba6f6afb8b634bb79f80663060

Mrutyunjaya Sahoo

କାଉର କଣ୍ଠସ୍ୱର କର୍କଶ ହେଲେ ମଧ୍ୟ ଉପକାରୀ ଅଟେ |

a43418ba6f6afb8b634bb79f80663060

Mrutyunjaya Sahoo

ଯେଉଁମାନେ ନିଜ ଭୁଲ ଛାଡି ସବୁବେଳେ
ଅନ୍ୟମାନଙ୍କର ଭୁଲ ଖୋଜୁଥାନ୍ତି,
ସେମାନେ କେବେ ବି
ଉନ୍ନତି ପଥର ପଥିକ ହୋଇପାରନ୍ତି ନାହିଁ |  ଯେଉଁମାନେ ନିଜ ଭୁଲ ଛାଡି ସବୁବେଳେ
ଅନ୍ୟମାନଙ୍କର ଭୁଲ ଖୋଜୁଥାନ୍ତି,
ସେମାନେ କେବେ ବି
ଉନ୍ନତି ପଥର ପଥିକ ହୋଇପାରନ୍ତି ନାହିଁ |

ଯେଉଁମାନେ ନିଜ ଭୁଲ ଛାଡି ସବୁବେଳେ ଅନ୍ୟମାନଙ୍କର ଭୁଲ ଖୋଜୁଥାନ୍ତି, ସେମାନେ କେବେ ବି ଉନ୍ନତି ପଥର ପଥିକ ହୋଇପାରନ୍ତି ନାହିଁ |

a43418ba6f6afb8b634bb79f80663060

Mrutyunjaya Sahoo


The pain you feel today
will be the
 Strength
You feel tomorrow. 
The pain you feel today
will be the
 Strength
You feel tomorrow.

The pain you feel today will be the Strength You feel tomorrow.

a43418ba6f6afb8b634bb79f80663060

Mrutyunjaya Sahoo

ଦୀପାବଳି ଗୋଟେ ଦିନ ନୁହେଁ,
                ସବୁଦିନ ପାଳନ କରନ୍ତୁ |
ଦୀପ ଘରର ଦୁଆରେ ନୁହେଁ,
                 ମନର ମନ୍ଦିରେ ଜାଳନ୍ତୁ |
ଦେଖିବେ ଗୋଟେ ଦିନ ନୁହେଁ
            ସବୁଦିନ ଖୁସିର ବର୍ଷା ହେବ |

~ଶୁଭ ଦୀପାବଳି~ ଦୀପାବଳି ଗୋଟେ ଦିନ ନୁହେଁ, ସବୁଦିନ ପାଳନ କରନ୍ତୁ |
ଦୀପ ଘରର ଦୁଆରେ ନୁହେଁ, ମନର ମନ୍ଦିରେ ଜାଳନ୍ତୁ |
ଦେଖିବେ ଗୋଟେ ଦିନ ନୁହେଁ ସବୁଦିନ ଖୁସିର ବର୍ଷା ହେବ |

ଦୀପାବଳି ଗୋଟେ ଦିନ ନୁହେଁ, ସବୁଦିନ ପାଳନ କରନ୍ତୁ | ଦୀପ ଘରର ଦୁଆରେ ନୁହେଁ, ମନର ମନ୍ଦିରେ ଜାଳନ୍ତୁ | ଦେଖିବେ ଗୋଟେ ଦିନ ନୁହେଁ ସବୁଦିନ ଖୁସିର ବର୍ଷା ହେବ |

a43418ba6f6afb8b634bb79f80663060

Mrutyunjaya Sahoo

ଯଦି ଅଭିଯୋଗ ଶୁଣିବାକୁ କେହି ନାହାନ୍ତି,
ତେବେ ସେଠାରେ ନୀରବ ରହିଯିବା ଶ୍ରେୟସ୍କର ଅଟେ | ଯଦି ଅଭିଯୋଗ ଶୁଣିବାକୁ କେହି ନାହାନ୍ତି,
ତେବେ ସେଠାରେ ନୀରବ ରହିଯିବା ଶ୍ରେୟସ୍କର ଅଟେ |

ଯଦି ଅଭିଯୋଗ ଶୁଣିବାକୁ କେହି ନାହାନ୍ତି, ତେବେ ସେଠାରେ ନୀରବ ରହିଯିବା ଶ୍ରେୟସ୍କର ଅଟେ |

a43418ba6f6afb8b634bb79f80663060

Mrutyunjaya Sahoo

ଅମାପ ଅସ୍ତ୍ରକୁ ଅଧୀନରେ ରଖିବାର କ୍ଷମତା ବହନ କରୁଥିବା ବ୍ୟକ୍ତି ବି ବେଳେବେଳେ ଜଣେ ନିରସ୍ତ୍ରର ଅଧୀନ ସାଜିଥାଏ |
 ଅମାପ ଅସ୍ତ୍ରକୁ ଅଧୀନରେ ରଖିବାର କ୍ଷମତା ବହନ କରୁଥିବା ବ୍ୟକ୍ତି ବି ବେଳେବେଳେ ଜଣେ ନିରସ୍ତ୍ରର ଅଧୀନ ସାଜିଥାଏ |

ଅମାପ ଅସ୍ତ୍ରକୁ ଅଧୀନରେ ରଖିବାର କ୍ଷମତା ବହନ କରୁଥିବା ବ୍ୟକ୍ତି ବି ବେଳେବେଳେ ଜଣେ ନିରସ୍ତ୍ରର ଅଧୀନ ସାଜିଥାଏ |

loader
Home
Explore
Events
Notification
Profile