Nojoto: Largest Storytelling Platform

White ମୋ ଜୀବନ ର ଚାରି ଦିଗ ସିଏ ମୋର ଚାରି ଗୋଡ ହାତ ମୋ ଚ

White ମୋ ଜୀବନ ର ଚାରି ଦିଗ
ସିଏ ମୋର ଚାରି ଗୋଡ ହାତ
ମୋ ଚେତନା ର ଚାରି ବେଦ ସିଏ
ସିଏ ମୋ ପୃଥିବୀର 
ଖରା, ବର୍ଷା,ଶୀତ ଓ ବସନ୍ତ।

******ସୁପ୍ରଭାତ******

©Joy Krishna Behera
  ମୋ ଶୋଇବା ଘରର ଚାରିକାନ୍ଥ

ମୋ ଶୋଇବା ଘରର ଚାରିକାନ୍ଥ #କବିତା

117 Views