Nojoto: Largest Storytelling Platform

ଓଁ ନମଃ ଶିବାୟ ଶିବ ମୋର ଧର୍ମ ଶିବ ମୋର କର୍ମ

        ଓଁ ନମଃ ଶିବାୟ 

ଶିବ ମୋର ଧର୍ମ ଶିବ ମୋର କର୍ମ
                           ଶିବ ବନ୍ଧୁ ପରିଜନ l
ଜପୁଥିବି ଖାଲି ତାଙ୍କରି ନାମକୁ
                       ବଞ୍ଚି ଥିବ ଯେତେ ଦିନ ll
ତାଙ୍କରି ନାମକୁ କରିମୁ ସ୍ମରଣ
                          ଚାଲୁଥିବି ସବୁଦିନ  l
ତାଙ୍କ ସେବା ସଦା କରି କରି ମୁହିଁ
                      ଚାଲିଯାଉ ମୋ ଜୀବନ ll #yhdvbu#josi#racllhhhd#suukyxgdciii#kkkhdbbag#skhfaiicgfUm
        ଓଁ ନମଃ ଶିବାୟ 

ଶିବ ମୋର ଧର୍ମ ଶିବ ମୋର କର୍ମ
                           ଶିବ ବନ୍ଧୁ ପରିଜନ l
ଜପୁଥିବି ଖାଲି ତାଙ୍କରି ନାମକୁ
                       ବଞ୍ଚି ଥିବ ଯେତେ ଦିନ ll
ତାଙ୍କରି ନାମକୁ କରିମୁ ସ୍ମରଣ
                          ଚାଲୁଥିବି ସବୁଦିନ  l
ତାଙ୍କ ସେବା ସଦା କରି କରି ମୁହିଁ
                      ଚାଲିଯାଉ ମୋ ଜୀବନ ll #yhdvbu#josi#racllhhhd#suukyxgdciii#kkkhdbbag#skhfaiicgfUm