Nojoto: Largest Storytelling Platform
bhagirathibarik4905
  • 11Stories
  • 26Followers
  • 79Love
    290Views

Bhagirathi barik

ମୁଁ ପ୍ରେମ କୁ ପ୍ରେମ କରେ।।

  • Popular
  • Latest
  • Video
fe9dc95c2c79d765c6ed968e0d8e0f85

Bhagirathi barik

ସେ ଶୋଇଗଲା ପରେ ,
ମୋ ଭାବନା , କଳ୍ପନା 
କବିତା ,ଗଜଲ୍ 
ଏମାନଙ୍କର ମଙ୍ଗଳ ଆଳତୀ ,,
ପ୍ରେମମୟ ଜୋଛନାର 
ଉଜାଗର ରାତି ।।

©Bhagirathi barik
  ସେ ଶୋଇଗଲା ପରେ:  Trilochan Karjee Pramod Padhy ଦେବବ୍ରତ ଜେନା RJ KISAN  PM Shayari

ସେ ଶୋଇଗଲା ପରେ: Trilochan Karjee Pramod Padhy ଦେବବ୍ରତ ଜେନା RJ KISAN PM Shayari #କବିତା

fe9dc95c2c79d765c6ed968e0d8e0f85

Bhagirathi barik

ଏଇତ ଦିଶିଲାଣି ତମଗାଁ ସ୍କୁଲ୍
ଯୋଉଠି ଆମ ପ୍ରେମର
ପ୍ରଥମ ମୁଳଦୁଆ ପଡିଥିଲା,
କ୍ଲାସରୁମରେ ତମ ତେର୍ଛା ଚାହାଣି
କୋଉ ବନ୍ଧୁକର ଗୁଳିଠୁ କମ୍ ନୁହେଁ,
ବିଦ୍ୟାରାଣ,
ଛାତିରେ ଠାଏ ଠାଏ ବାଜୁଥିଲା।।

©Bhagirathi barik ଏଇତ ଦିଶିଲାଣି ତମଗାଁ ସ୍କୁଲ୍
ଯୋଉଠି ଆମ ପ୍ରେମର
ପ୍ରଥମ ମୁଳଦୁଆ ପଡିଥିଲା,
କ୍ଲାସରୁମରେ ତମ ତେର୍ଛା ଚାହାଣି
କୋଉ ବନ୍ଧୁକର ଗୁଳିଠୁ କମ୍ ନୁହେଁ,
ବିଦ୍ୟାରାଣ,
ଛାତିରେ ଠାଏ ଠାଏ ବାଜୁଥିଲା।।

ଏଇତ ଦିଶିଲାଣି ତମଗାଁ ସ୍କୁଲ୍ ଯୋଉଠି ଆମ ପ୍ରେମର ପ୍ରଥମ ମୁଳଦୁଆ ପଡିଥିଲା, କ୍ଲାସରୁମରେ ତମ ତେର୍ଛା ଚାହାଣି କୋଉ ବନ୍ଧୁକର ଗୁଳିଠୁ କମ୍ ନୁହେଁ, ବିଦ୍ୟାରାଣ, ଛାତିରେ ଠାଏ ଠାଏ ବାଜୁଥିଲା।। #Eyes #Shayari

fe9dc95c2c79d765c6ed968e0d8e0f85

Bhagirathi barik

#Bhagirathi

#MorningGossip
fe9dc95c2c79d765c6ed968e0d8e0f85

Bhagirathi barik

ଗୋଲାପ ଦିବସେ ଗୋଲାପ ପରିକା
ହସୁଥାଅ ତୁମେ ସାଥି,ମୋ ମନ ଉପବନେ ଫୁଟିଥାଅ ତୁମେ ସେ ଦିନ ହେଉ କିବା ରାତି ଗୋଲାପ ଦିବସ

ଗୋଲାପ ଦିବସ

fe9dc95c2c79d765c6ed968e0d8e0f85

Bhagirathi barik

ମିସ୍ ବାରିକ, ଓଡ଼ିଆ କବିତା

ମିସ୍ ବାରିକ, ଓଡ଼ିଆ କବିତା #Shayari

fe9dc95c2c79d765c6ed968e0d8e0f85

Bhagirathi barik

ଶୀତ ସମୀରେ, ପୂର୍ଣ୍ଣିମା ରାତିରେ ,ତମର ଅନୁପସ୍ଥିତି ମତେ ବ୍ୟତିବସ୍ତ ଜୀବନ ଜି ବାକୁ ମଜବୁର କରିପକାଏ,ତମେ ଆସିବନା ମିସ୍ ବାରିକ

fe9dc95c2c79d765c6ed968e0d8e0f85

Bhagirathi barik

ପ୍ରଥମେ ଥରେ ନିଜେ ନିଜକୁ ପ୍ରେମ  କରିକି ଦେଖନ୍ତୁ  ନା,ଦୁନିଆର ସବୁ ପ୍ରେମିକ ପ୍ରେମିକା ଚୁପ୍ ହେଇଯିବେ।।

fe9dc95c2c79d765c6ed968e0d8e0f85

Bhagirathi barik

ଏକ୍ଲାପଣରେ ଏକତାକୁ ଆପଣାଉଥିବା ଅନନ୍ତ ପଥର ପଥିକ, ନିର୍ଜୀବ ଦେହରେ ସୂକ୍ଷ୍ମ ସମୀର ର ଅନୁସନ୍ଧାନରେ ନିଜକୁ ହଜାଉଥିବା ଜଣେ ସାହିତ୍ୟ ବିପ୍ଳବୀ ମୁ।।

fe9dc95c2c79d765c6ed968e0d8e0f85

Bhagirathi barik

ଗୋଲାପ ଫୁଲ କୁ               ଲୋଡ଼ା ନାହିଁ ତମ ହୃଦୟ ଦେଲ ମୋ ଭାଙ୍ଗି, ଆଉ କେବେ ତୁମ ନାଆ ଲେଖିବନି ମୋ ନା ପାଖକୁ ଲାଗି ।।

fe9dc95c2c79d765c6ed968e0d8e0f85

Bhagirathi barik

 ଏ ଆକାଶ ଅଭିଧାନ ରେ ମୋ ଭାବନା ମାନଙ୍କୁ ଖୋଜି ଖୋଜି ନିଜେ ହଜିଯାଏ ଗୋଟେ ଶବ୍ଦ ଗଳିରେ।।

ଏ ଆକାଶ ଅଭିଧାନ ରେ ମୋ ଭାବନା ମାନଙ୍କୁ ଖୋଜି ଖୋଜି ନିଜେ ହଜିଯାଏ ଗୋଟେ ଶବ୍ଦ ଗଳିରେ।। #nojotophoto

loader
Home
Explore
Events
Notification
Profile