Nojoto: Largest Storytelling Platform

Best durgapuja2021 Shayari, Status, Quotes, Stories

Find the Best durgapuja2021 Shayari, Status, Quotes from top creators only on Nojoto App. Also find trending photos & videos about tumse dur rehna bahut kathin hai love shayari, love shayari tu dur rahkar bhi sabhi sayri, dur hone ki shayari in hindi, dur shayari in hindi, poem on durga puja by rabindranath tagore,

  • 3 Followers
  • 3 Stories

Sasmita Singh

***ତୋ ଚରଣେ ଶରଣ ଦେ***

ମା ତୋ ଚରଣେ ଶରଣ ଦେ 
ଆଖି ଲୁହ କୁ ତୋ ପଣତେ ପୋଛି ଦେ
ସମୟ ନଈ ରେ ନୌକା ଭାସୁଛି 
କୁଳ ରେ ଲଂଘେଇ ଦେ ମା 
ତୋ ଚରଣେ ଶରଣ ଦେ ମା 
ତୋ ଚରଣେ ଶରଣ ଦେ

ସଂସାର ସାଜିଛି ଆଜି ରକ୍ତ ମୁଖା ଯୁଦ୍ଧ କ୍ଷେତ୍ର 
ବିନା ଅସ୍ତ୍ର ରେ ଆଜି ହୁଅଇ ମୁଁ ପରାସ୍ତ 
ଖଡ୍ଗ ଧରି ତୋ ପିଲା କୁ ସାହାରା ତୁ ଦେ ମା 
କ୍ଷତ ବିକ୍ଷତ ଶରୀରେ ମହୋଷୋଧି ତୁ ଦେ 
ମା ଆଜି ତୋ ଚରଣେ ଶରଣ ଦେ 

ନିରୀହ ବୋଲି ମୁଁ ଆଜି ଖାଏ ଯେ ପ୍ରହାର 
ଆହା କହିବାକୁ କେହି ନାହିଁ ଏଠି ମୋର 
କୋଳ ରେ ଶୁଆଇ ମୋ ମୁଣ୍ଡ ଆଉଁସି ତୁ ଦେ ମା 
ଛାତି ରେ ଲଗେଇ ମୋ ବୋଝ ହାଲୁକା କରିଦେ 
ମା ତୋ ଚରଣେ ମତେ ଶରଣ ଟିକେ ଦେ ... 

ନିନ୍ଦା ରେ ନିନ୍ଦିତ ମୁଁ , ପ୍ରଶଂସା ଯେ ମରୀଚିକା 
ଭୁଲ ର ଶର ରେ ଶର୍ଯ୍ୟସାୟୀ ମୁଁ , ଠିକ୍ ପାଇଁ ଅପରିଚିତା 
କେହି କହେ ଅବୋଧ ମତେ , କିଏ କହେ ମୂର୍ଖ 
ତୁ ତ ଜାଣୁ ମା , ପ୍ରକୃତେ କେଉଁ ଟା ମିଥ୍ୟା ପୁଣି କେଉଁ ଟା ସତ୍ୟ 
ଦୁର୍ଗମ ପଥ ରେ କାଖେଇ ନେ ମା 
ହାତ ଧରି ଚାଲିବା ଶିଖେଇ ଦେ 
ତୋ ଚରଣେ ମତେ ଶରଣ ଦେ ମା 
ତୋ ଚରଣେ ଶରଣ ଦେ....


-ସସ୍ମିତା ସିଂହ

©Sasmita Singh #durgapuja2021 

#navratri

Abundance

प्रथम शैलपुत्री
 वंदे वांछित लाभाय चंदा धड़कृतशेखरम
वृषा रूढ़ाम् शुलधराम शैलपुत्री यशस्वीनीं
नवरात्र की शुभकामनाये..... 😊😊🙏🙏
पूरे नोजोतोवाशियों को, सारे अच्छे, गंदे, बड़े बच्चे को 😊😊.....

©MALLIKA #navratri2021 #Shailputri #Durgapuja2021

रबीश सिंह

#navratri #navratri2021 #navratrispecial #happynavratri #durgamaa #durgapuja2021 #DurgaPuja #durga

©Rabish Singh


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile