Find the Best ଚିନ୍ତାଧାରା Shayari, Status, Quotes from top creators only on Nojoto App. Also find trending photos & videos about
Linushree Sathua
White ସ୍ୱାସ୍ଥ୍ୟ ପାଇଁ ମାନସିକ ଶାନ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ©Linushree Sathua #Quotes
Rajguru
White ବେଳେ ବେଳେ ସବୁ ଜାଣି ଅଜଣା ହୋଇ ରହିବା ଭଲ। ଯେମିତି ଦୂର ପର୍ବତ ସୁନ୍ଦର। ©Rajguru #ବିଚାର
#ବିଚାର #ଚିନ୍ତାଧାରା
read moreLinushree Sathua
White ଭଗବାନ ହିଁ କେବଳ ବ୍ରହ୍ମାଣ୍ଡରେ ଶକ୍ତିଶାଳୀ ଅଟନ୍ତି। ©Linushree Sathua #Quotes
Rajguru
White ସମୟ ଆଉ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଜୀବନ ର ଆଉ ଏକ କଳା। ବିଡମ୍ବନା ଏହା ଯେ, କିଏ ସଫଳତା ପାଇ ଖୁସି ହୁଏ ଆଉ କିଏ ବିଫଳତାର ନାଗଫାଶରେ ଫସି ଜୀବନ ସାରା ଅକଚାମାକଚା ହୁଏ। ©Rajguru #life #ଜୀବନରକଥା
life #ଜୀବନରକଥା #ଚିନ୍ତାଧାରା
read moreTripati
White self belief and hard work will always earn you success ©Tripati #engineers_day #nojoto❤
#engineers_day nojoto❤ #ଚିନ୍ତାଧାରା
read moreLinushree Sathua
White ଭଗବାନ କେବଳ ଈଶ୍ୱରୀୟ ପ୍ରେମ ଦେଇପାରିବେ । ©Linushree Sathua #Quote
Rajguru
White ଜୀବନରେ ସମସ୍ୟା ବଞ୍ଚିବାର ରାହା ଦେଖାଇଥାଏ। ©Rajguru #sad_quotes
Linushree Sathua
White ଈଶ୍ୱରୀୟ ପ୍ରେମ ହେଉଛି ଶୁଦ୍ଧ ପ୍ରେମ। ©Linushree Sathua #Quote #Opinion
Rajguru
White ସମସ୍ୟାଗୁଡା ଯେମିତି ହାତ ବାନ୍ଧି ପଛରେ ପଡିଯାଇଛନ୍ତି। ©Rajguru #ସମସ୍ୟା
#ସମସ୍ୟା #ଚିନ୍ତାଧାରା
read more