Nojoto: Largest Storytelling Platform

ସେ ଶୋଇଗଲା ପରେ , ମୋ ଭାବନା , କଳ୍ପନା କବିତା ,ଗଜଲ୍ ଏମ

ସେ ଶୋଇଗଲା ପରେ ,
ମୋ ଭାବନା , କଳ୍ପନା 
କବିତା ,ଗଜଲ୍ 
ଏମାନଙ୍କର ମଙ୍ଗଳ ଆଳତୀ ,,
ପ୍ରେମମୟ ଜୋଛନାର 
ଉଜାଗର ରାତି ।।

©Bhagirathi barik
  ସେ ଶୋଇଗଲା ପରେ:  Trilochan Karjee Pramod Padhy ଦେବବ୍ରତ ଜେନା RJ KISAN  PM Shayari