Find the Latest Status about jana ajana odia from top creators only on Nojoto App. Also find trending photos & videos about, jana ajana odia.
puja mondal
মানুষ হেরে যায় যখন মৃত্যুর কাছেও, বারংবার প্রচেষ্টায় ব্যার্থ হয় সেl পরিস্থিতি অজানা লোক গুলো অট্টহাস্যে ব্যাঙ্গ করে "জীবনটা তোরি ভালো রে "l ajana kabbo
ajana kabbo #Quote
read moreChittaranjanSahoo
ଚାଲିଗଲା ପରେ ତା'ର ଚାଲିଗଲା ପରେ ତା'ର ଏ ଜୀବନ ଯମୁନାରେ ପ୍ରଖର ହେଲା ଜୁଆର ଘୋଟିଲାଣି ଅନ୍ଧକାର ଚାଲିଗଲା ପରେ ତା'ର ବିଞ୍ଚି ହେଲି ରାସ୍ତାପରେ ଦଳିଦେଲେ ସହଚର ହଜିଲା ଠିକଣା ମୋର ହେଲିଣି ମୁଁ ଯାଯାବର ଚାଲିଗଲା ପରେ ତା'ର ଏଇ ଯେ ପ୍ରେମର ମୂଲ ପାଇ ହେଲି କଲବଲ ଯଉବନ କଲା ପର ନିଜେବି ନୁହଁ ନିଜର ଚାଲି ଗଲା ପରେ ତା'ର ସମୟର ତାଳେ ତାଳେ ବୟସ ବଢ଼ିଲା ମୋର ଆୟୁଷ କମିଲା ବେଳେ ସବୁ କିଛି ଅଗୋଚର ଚାଲିଗଲା ପରେ ତା'ର ଯବନିକା ପଡିଗଲା ସବୁଦିନ ପାଇଁ ମୋର ଡାକିଲେଣି କେହି କେହି ପାଗଳ କହି ଏଥର ଚାଲିଗଲା ପରେ ତା'ର ©ଚିତ୍ତରଞ୍ଜନସାହୁ #odia