Find the Latest Status about yellow dress quotes from top creators only on Nojoto App. Also find trending photos & videos about, yellow dress quotes.
Chittaranjan Sahoo
ଏତେ ଗହଳିରେ ବି ସ୍ପଷ୍ଟ ବାରି ହେଇ ପଡ଼ୁଥିଲା ସେ ହଳଦିଆ ଡ୍ରେସ୍ ରେ ଟ୍ୟାକ୍ସି ପରି ଲାଗୁଥିଲା ସେ #yellow #dress #crowd #life #fun #she #yqbhaina
Chittaranjan Sahoo
ଅନେକ ଦିନ ପରେ ତାକୁ ଦେଖିଲି । ତାର ସେ ପ୍ରିୟ ହଳଦିଆ ଡ୍ରେସ୍ ଆଉ Sun glass ସହ ସହରର ଏକ ପରିଚିତ ତାର ବହୁତ ପସନ୍ଦର ପାର୍କରେ । ହେଲେ କେଜାଣି କାହିଁକି ବହୁତ ଡର ଲାଗୁଥାଏ ତାକୁ ଦେଖିବାକୁ । ଅବଶ୍ୟ ବହୁତ ଦିନ ପରେ ଦେଖୁଥିଲି , ଆଗ ଅପେକ୍ଷା ଆହୁରି ସୁନ୍ଦର ଦେଖା ଯାଉଥିଲା । ଲୁଚି ଲୁଚି ଦେଖବାକୁ ଇଚ୍ଛା ହଉଥିଲା । ତାର ସେ କହରିଆ ଚୁଟି ଯେତେବେଳେ ଉଡ଼ି ଆସି ତା ମୁହଁରେ ପଡ଼ୁଥିଲା ଭାରି ଇର୍ଷା ହେଉଥିଲା , ସେ ବୋଧେ ମୋ ଦୁଃଖ ଜାଣି ପାରୁଥିଲା କି କଣ ହାତରେ ଆଡ଼େଇ ଦେଇ କାନରେ ଖୋସି ଦେଉଥିଲା | ହେଲେ ଡର ଡର ଆଖିରେ ଯେତିକି ଦେଖିଲି ଆଉ ବୁଝିଲି ସେ ବୋଧେ ମତେ ଆଉ ଚିହ୍ନି ପାରୁ ନଥିଲା । ନିଜକୁ ବିଶ୍ବାସ କରେଇବା ପାଇଁ ତା ସାମ୍ନାକୁ ବି ଗଲି ହେଲେ ବି ସେ ଚୁପ୍ ଥିଲା । କିଛି ସମୟ ପରେ ହଠାତ୍ ମୋବାଇଲ୍ ଟା ମୁହଁ ଉପରେ ଦୁମ୍ କରି ପଡ଼ିଲା । ସେତେବେଳେ ମୁଁ ଜାଣିଲି ଯେ ମୋ ଆଖି ପଡ଼ି ଯାଇଥିଲା ଆଉ ମୁଁ ତାର ଫଟୋକୁ social media ରେ ଦେଖୁଥିଲି । ହଁ ଆଜି କାଲିର ଏଇ ମିଡ଼ିଆ ଗୁଡ଼ା ବହୁତ ସମୟରେ କାମରେ ଆସୁଛନ୍ତି । #she #yellow #sunglasses #dress #memories #stories #writing #socialmedia
#She #yellow #Sunglasses #Dress #Memories #Stories #writing #SocialMedia
read moreMahavir Meena
Deepanshu Pahedwa in Yellow Dress on the school vocassion
Deepanshu Pahedwa in Yellow Dress on the school vocassion #nojotophoto #विचार
read moreSaurabh Mishra
The Dress Code Dress always address the Culture Dress does not always implies only cloth It also implies behaviour and nature we wear for different occassion Just Imagine who looks beautiful the answer will come who is dutiful Attire with attitide of serving mankind not oly outside your home but inside too ©Saurabh Mishra #Dress