Find the Latest Status about my country india essay from top creators only on Nojoto App. Also find trending photos & videos about, my country india essay.
Prashant@016
ମୋ ଦେଶ ଭାରତ ଷଠୀ ବୁଢ଼ୀ ତେଜ ଯାହାର ମାଧୁର୍ଯ୍ୟ ଅଛି କେ ତା ପରି ଭବେ, ସେ ସ୍ଥାନ ମୋହରି ମୁହିଁ ଯେ ତାହାରି ଜନ୍ମ ମୃତ୍ୟୁ ତହିଁ ଲଭେ | ଶପଥ ସୁରକ୍ଷା ବଳିଦାନ ଶିକ୍ଷା ଦେଇ କରେ ଦେଶ ଭକ୍ତ, ପରାଣ କୁ ଟାଣି ମରଣ କୁ ଜିଣି ବୀର ଗତି ହୁଏ ପ୍ରାପ୍ତ | ବୋଲିଣ ଭାରତ ହୋଇ ଭାବଯୁକ୍ତ ଦେଶରକ୍ଷୀ ଯହୁଁ ଧାଏଁ, ସକଳ ଯୋଜନା ବିଜୟ ଭାବନା ତେଜିଣ ଶତ୍ରୁ ପଳାଏ | ଅନିନ୍ଦ୍ୟ ସୁନ୍ଦର ଦେଶ ମାତୃକାର ଭବ୍ୟ ଗାନ "ଜନ ଗଣ", ଜ୍ଞାନୀ ଗୁଣୀ ଜନ ବିଶ୍ୱେ କରି ଗାନ ଲଭନ୍ତି ସ୍ଥିତି ପ୍ରମାଣ | ବିଶ୍ୱେ ଦେଇ ମତ ଯେ ବିଶ୍ୱଭ୍ରାତୃତ୍ବ ବିଶ୍ୱରେ ଜଗାଏ ପ୍ରେମ, ଦେଶ ସେତ ନୁହେଁ ପ୍ରେମ ନଈ ଟିଏ ପ୍ରେମ ପ୍ରବାହ ତା ଧର୍ମ | ହୋଇ ସମଦର୍ଶୀ ଚିତ୍ତକୁ ବିକାଶି ଆତ୍ମଧର୍ମେ ଯେହୁ ଖ୍ୟାତ, ଯୁଗଜନ୍ମାଙ୍କର ଜ୍ଞାନର ଭଣ୍ଡାର ସେ ଦେଶ ଅଟେ ଭାରତ | ପ୍ରଶାନ୍ତ କୁମାର ସ୍ୱାଇଁ ବଡମ୍ବା, କଟକ My beloved Country India
My beloved Country India #poem
read moreHuman:-)
29states 7union territories 600tribes 1000 languages 100religions and just one country My Country Your Country Our Country INDIA #IndiaLoveNojoto My Country ,Our Country India.🇮🇳
#IndiaLoveNojoto My Country ,Our Country India.🇮🇳 #poem
read moreSudharshan Reddy N (Ctmsudha)
Pyaari Bharat!! 🇮🇳 ©Sudharshan Reddy N (Ctmsudha) #india🇮🇳 My Freedom My country!!
india🇮🇳 My Freedom My country!! #Society
read moreSrikanth
INDIA IS MY COUNTRY ©Srikanth #IndianRepublic India is my country
#IndianRepublic India is my country #News
read more