Find the Best ଆମସମ୍ପର୍କ Shayari, Status, Quotes from top creators only on Nojoto App. Also find trending photos & videos about
Subhasish Pradhan
ଆମ ବନ୍ଧୁତ୍ୱ କିନ୍ତୁ ବଂଚିକି ରହିବ ଯେ। କଣ ହେଲା? କିଛି ଗୋଟେ ଭାବୁଛ ବୋଧେ! ଆରେ, ଏ ଦୁନିଆ ଭାରି ସ୍ୱାର୍ଥପର.... ଛଳନାରେ ଭରା ସ୍ୱାର୍ଥ ମାଟିର ମାଠିଆ ଟିଏ, ସ୍ୱାର୍ଥ ସରିଗଲେ ଆପେ ପଡ଼ି ଭାଙ୍ଗିଯିବ ଯେ। କାଇଁ କାହାର ତ ଦେଖା ନାହିଁ? ସମସ୍ତେ ଭୁଲିଗଲେ କି!
କଣ ହେଲା? କିଛି ଗୋଟେ ଭାବୁଛ ବୋଧେ! ଆରେ, ଏ ଦୁନିଆ ଭାରି ସ୍ୱାର୍ଥପର.... ଛଳନାରେ ଭରା ସ୍ୱାର୍ଥ ମାଟିର ମାଠିଆ ଟିଏ, ସ୍ୱାର୍ଥ ସରିଗଲେ ଆପେ ପଡ଼ି ଭାଙ୍ଗିଯିବ ଯେ। କାଇଁ କାହାର ତ ଦେଖା ନାହିଁ? ସମସ୍ତେ ଭୁଲିଗଲେ କି! #yqodia #Yqbhaina #ବନ୍ଧୁତ୍ୱ #ଆମସମ୍ପର୍କ
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited