Nojoto: Largest Storytelling Platform

Best odialove Shayari, Status, Quotes, Stories

Find the Best odialove Shayari, Status, Quotes from top creators only on Nojoto App. Also find trending photos & videos about love shayari odia, odia love shayari, love express odia song, odia shayari, odia sad song,

  • 12 Followers
  • 12 Stories

tike hose tike joke

Abhilash Creation

chaluni aji mu chale bata.. nojoto❤ #odia #odialove #odiastatus #status #Love

read more

Srikant kumar

#odianojoto #nojato #odialove Pooja Udeshi Sunil Bamnake #News

read more

Sunita Sahoo

ତୁମେ ସେଇ ଦୂର ଆକାଶ ର ଜହ୍ନ ପରି #Own_Voice #owncreation #odianojoto #Odiaquotes #odia #Odisha #odialove #ପ୍ରେମ

read more

Subhasish Pradhan

#ଜୀବନ #ଜୀବନଦୋଛକି #ରାସ୍ତା #yqodia #Yqbhaina #munodia #odiawritings #odialove

read more
ସାମାନ୍ୟ, ଅସାମାନ୍ୟ, ସାଧାରଣ, ଅସାଧାରଣ, ଆଶା, ନିରାଶା, ଗତିଶୀଳ ଜୀବନର ରାସ୍ତାରେ ଗୋଟାଏ ଗୋଟାଏ ହମ୍ସ ଭଳି। #ଜୀବନ #ଜୀବନଦୋଛକି #ରାସ୍ତା #yqodia #yqbhaina #munodia #odiawritings #odialove

Subhadra Pattayat

Rajguru

ମୁଁ ଖୋଜେ ତୁମକୁ #odianojoto #odiapoem #odialove #odiakabita Imtiaz Imtiaz sanjay sanjay sk manjur kiran kee kalam se priyanka #ପ୍ରେମ

read more
ଜହ୍ନ ଖୋଜେ ରାତିକୁ
ନିଦ ଖୋଜେ ସ୍ୱପ୍ନକୁ 
ମୁଁ ଖୋଜେ ତୁମକୁ  !!

ଫଗୁ ଝୁରେ ଫଗୁଣକୁ 
କଇଁ ଝୁରେ ଜୋଛନାକୁ
ମୁଁ ଝୁରେ ତୁମକୁ !!

©Rajguru ମୁଁ ଖୋଜେ ତୁମକୁ 
#odianojoto #odiapoem #odialove #odiakabita  Imtiaz Imtiaz sanjay sanjay sk manjur kiran kee kalam se priyanka

PM Shayari

ଅଶାନ୍ତ ସହର ଶାନ୍ତ ହେଲାପରେ
ଭୟଙ୍କର ଏହି ରାତି
ହୃଦୟ ଭିତରେ କାଳବୈଶାଖୀ
ଇଏ କାହା ଅନୁପସ୍ଥିତି ?

ତରଙ୍ଗ ଯେପରି ଆକସ୍ମିକ ଭାବେ
ଧ୍ୱଂସ ବିଭୀଷିକା ସାଜେ
ତୁମ ତମୋମୟ ପ୍ରଣୟ ପ୍ରଭାରେ
ହୃଦୟ ଖଦ୍ୟୋତ ଖୋଜେ

ଉଷାନିଶା ଏବେ ଏକାକାର ଲାଗେ
ଦେହ'ତ ପଡ଼ିଛି ବନ୍ଦୀ
ମନ'ତ ମୁକୁଳା ମୁକ୍ତ ପତତ୍ରୀ
ଖୋଜୁଛି ମଳିନ ସନ୍ଧି

କୁମେରୁ ସୁମେରୁ ଅତିକ୍ରମ କରି
ଅସ୍ତବ୍ୟସ୍ତ କରିଦିଏ
ଯିଏ ଦେଇଥିଲେ ଅସଲ ମୁହୂର୍ତ୍ତ
ମିଳନ୍ତେକି ଆଜି ସିଏ #odiashayari#odialove#odiapoem

Silu Bibhu

Udaya Kumar panda

poem - one side love poet- Udaya Kumar panda #Odisha #odiapoem #odialove #lovesad

read more
......One side love..... 
ଭଲପାଇବାକୁ ମୋର ତୁମେ 
                            ସ୍ବୀକାର କରି ନ ପାର। 
ପ୍ରେମ କରୁଛି ତୁମକୁ
                           ସ୍ବାର୍ଥ କିଛି ନାହିଁ ମୋର। 
ସବୁଦିନ ପାଇଁ ଯାଇପାରେ ରହି
                       ପ୍ରେମ ମୋର   one side....
ଜୀବନ ମୁଁ ଦେଇପାରେ
                    ତୁମପାଇଁ    plz belive me... 
ଆଜି ମୋତେ ବୁଝୁନାହଁ
                           ଭାବୁଥିବ ଦିନେ। 
ଅନୁତାପ କରି ମୋତେ
                           ଝୁରୁଥିବ ଦିନେ। 
ଅପେକ୍ଷାରେ ରହିଯିବି
                       ତୁମର ଏ ଜୀବନେ। 
କାଳେ କେବେ ଫେରିବ
                       ପ୍ରେମକୁ ମୋ ବୁଝିବ ଦିନେ। 
ନ ଫେରିଲେ ଦୁଖ ନାହିଁ
                          ତୁମକୁ ଭୁଲିବି ନାହିଁ। 
ହ୍ରୁଦୟର ଶୂନ୍ଯତାରେ
                         ରଖିଛି ମୁଁ ତୁମକୁ। 
ରହିଥିବି ସେତେଦିନ
                   ବଞ୍ଚିଛି ମୁ ଯେତେ ଦିନ। 
ତୁମେ ଅଛ ମୋ ସାଥିରେ
                            ଭାବି ପ୍ରତିକ୍ଷଣ। 
ଖୁସିରେ ମୁଁ କାଟିଦେବି
                     ସବୁ ରାତି ସବୁ ଦିନ। poem - one side love
poet- Udaya Kumar panda
#odisha #odiapoem #odialove  #lovesad
loader
Home
Explore
Events
Notification
Profile