Nojoto: Largest Storytelling Platform

Best odialiterature Shayari, Status, Quotes, Stories

Find the Best odialiterature Shayari, Status, Quotes from top creators only on Nojoto App. Also find trending photos & videos about i love you odia movie video song, love shayari in odia 260, love shayari in odia, love shayari odia video song, sad love shayari odia,

  • 13 Followers
  • 19 Stories

koushik lenka

👇👇 👇👇 👇👇 👇👇 ହୃଦୟ କୋଣାର୍କ ମୋ ଧ୍ଵଂସ ବିଧ୍ୱଂସ...... -ରୋଜାଲିନ- ଆଉ ମୁଁ ବି ଧ୍ୱଂସ ର ଧୂଆଁ ରେ ବଳି ପକାଏ ଅନେକ ଦୀର୍ଘଶ୍ୱାସ..... -କୌଶିକ- ________________________________________________ #yourquotebhaina #Yqbhaina #odiawritings #munodia #yqodia #odiakavita #odialiterature #YourQuoteAndMine

read more
ସ୍ମୃତି ର ସିନ୍ଥିରେ ସିନ୍ଦୂର ଲଗାଇ
ଆହତ ଚନ୍ଦ୍ରଭାଗା ରେ ଭଙ୍ଗା ନଡ଼ିଆ
କୁ ଆଉଥରେ ବାଡ଼େଇ ଆସ ସଖି!
ଆସ ଦେଖ ଏ କଳାପାହାଡ଼ ର ଉହାଡ଼
ଭିତରେ ଧ୍ୱଂସ ଭିତରକନିକା ର 
ଭିତିରି ଫାଟକ ଟାକୁ। 👇👇  👇👇  👇👇   👇👇
ହୃଦୟ କୋଣାର୍କ ମୋ ଧ୍ଵଂସ ବିଧ୍ୱଂସ......
              -ରୋଜାଲିନ-
ଆଉ ମୁଁ ବି ଧ୍ୱଂସ ର ଧୂଆଁ ରେ ବଳି ପକାଏ ଅନେକ ଦୀର୍ଘଶ୍ୱାସ.....
                -କୌଶିକ-
________________________________________________

#yourquotebhaina #yqbhaina #odiawritings #munodia #yqodia #odiakavita  #odialiterature    #YourQuoteAndMine

BIKASH RANJAN

କାଦୁଅ #Br ଗାଁ ରେ ବର୍ଷା ହେଲେ ସିନା ଏ ରାସ୍ତା କାଦୁଅ ହେଇଯାଏ, ହେଲେ ସେଇ କାଦୁଅକୁ ଦିନେ ଭାରି ଭଲ ପାଉଥିଲି ମୁଁ| କାଳେ କିଏ ପାଟି କରିବ ବୋଲି ଛୁଆବେଳ ସାଙ୍ଗ ସାଥିରେ ଲୁଚିଲୁଚି କେତେ ଘର ଆଉ ଚୁଲି ତିଆରି କରି ଭାଙ୍ଗିଛୁ, ପୁଣିଗଢିଛୁ | ଏଇ ଟିକେ ବର୍ଷା ହେଇଗଲେ କାଦୁଅ ଗୁଡା ନାଚି ଉଠନ୍ତି ସତେ ଯେମିତି କେହି ଆସି ତା ଦେହରେ ମନରାଇଜ ଆନ୍କିବ,ଆଉ ତା ଯୈାବନ କୁ ପୁର୍ନରୂପ ଦେବ|ହେଲେ କାଦୁଅ ସାନ୍ଗରେ ବର୍ଷାର ଭାରି ପୁରୁଣା ସମ୍ପର୍କ| ବର୍ଷାକୁ ମାଟି ପଣତ କାନିରେ ଘୋଡେଇ ରଖେ କାଦୁଅକରି| ମୋର ମନ ଅଛି ଖେଳ ସାରି ଆସିଲାବେଳେ ମାଟି ରାସ୍ତା ଖାଲ ହେଇ କାଦୁଅ ପାଣି ଜମିଥିବ ସେଥିରେ ଗୋଡ ବୁଡେଇ ଫୁ #villagelife #odiawritings #villagememories #odialiterature #yqodia #Yqbhaina

read more
କାଦୁଅ

ଗାଁ ରେ ବର୍ଷା ହେଲେ ସିନା ଏ ରାସ୍ତା କାଦୁଅ ହେଇଯାଏ, ହେଲେ ସେଇ କାଦୁଅକୁ ଦିନେ ଭାରି ଭଲ ପାଉଥିଲି ମୁଁ| କାଳେ କିଏ ପାଟି କରିବ ବୋଲି ଛୁଆବେଳ ସାଙ୍ଗ ସାଥିରେ  ଲୁଚିଲୁଚି କେତେ ଘର ଆଉ ଚୁଲି ତିଆରି କରି ଭାଙ୍ଗିଛୁ, ପୁଣିଗଢିଛୁ | ଏଇ ଟିକେ ବର୍ଷା ହେଇଗଲେ କାଦୁଅ ଗୁଡା ନାଚି ଉଠନ୍ତି ସତେ ଯେମିତି କେହି ଆସି ତା ଦେହରେ  ମନରାଇଜ ଆନ୍କିବ,ଆଉ ତା ଯୈାବନ କୁ ପୁର୍ନରୂପ ଦେବ|ହେଲେ କାଦୁଅ ସାନ୍ଗରେ ବର୍ଷାର ଭାରି ପୁରୁଣା ସମ୍ପର୍କ| ବର୍ଷାକୁ ମାଟି ପଣତ କାନିରେ ଘୋଡେଇ ରଖେ କାଦୁଅକରି|  ମୋର ମନ ଅଛି ଖେଳ ସାରି ଆସିଲାବେଳେ ମାଟି ରାସ୍ତା ଖାଲ ହେଇ କାଦୁଅ ପାଣି ଜମିଥିବ ସେଥିରେ ଗୋଡ ବୁଡେଇ ଫୁଟ୍ ବଲ୍ ମାରିଲା ପରି  ଟିକେ ଛିଟ୍ କେଇଲେ କେତେ ଆନନ୍ଦ ଲାଗେ| ଆଜି କାଦୁଅକୁ ଅସନା କହି ମା ମାନେ ପିଲାନ୍କୁ ଖେଳେଇ ଦେଉନାନ୍ତି  ସତ,ହେଲେ ସେଇ କାଦୁଅ ତିଆରି ଭଗବାନ ମୁର୍ତିକୁ ପୂଜା କରୁଛନ୍ତି| ସେକାଦୁଅ ତିଆରି  ମାଟିଘର ପିଣ୍ଢାରେ ସପ ପାରି ଏଇ ବର୍ଷାରେ କେତେ ତାରା ଦେଖିଛି ମୁଁ, ହେଲେ କାଲି ଏଇ କୋଠାଘର ଛାତରେ ବି ଦେଖିଲି ଯେ ହେଲେ ମୋ ଠୁ ତାରା ମାନେ ଦୁରେଇ ଯାଉଥିଲେ କେମିତି  ରୁଷିଲା ପରି |   ତା ପରେ କାଦୁଅ ଭିଜା ଦଣ୍ଡାରୁ ଘରକୁ ଆସିଲାବେଳକୁ କାଦୁଅା ଗୋଡ ଦେଖି ଆଈର କାଠ ଫାଳିଆଧରି ଗୋଡାଇବା ସବୁ ଆଖିଆଗେ ଝଲସି ଯାଉଥିଲା|ପୁଣି ଟିକେ ଉଣ୍ଡାଳି ପକେଇଲି କାଦୁଅ, ହେଲେ ଆଗରେ ବଡବଡ ଲେଖା ହୋଇଥିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନା| କାଦୁଅ
 
#BR

ଗାଁ ରେ ବର୍ଷା ହେଲେ ସିନା ଏ ରାସ୍ତା କାଦୁଅ ହେଇଯାଏ, ହେଲେ ସେଇ କାଦୁଅକୁ ଦିନେ ଭାରି ଭଲ ପାଉଥିଲି ମୁଁ| କାଳେ କିଏ ପାଟି କରିବ ବୋଲି ଛୁଆବେଳ ସାଙ୍ଗ ସାଥିରେ  ଲୁଚିଲୁଚି କେତେ ଘର ଆଉ ଚୁଲି ତିଆରି କରି ଭାଙ୍ଗିଛୁ, ପୁଣିଗଢିଛୁ | ଏଇ ଟିକେ ବର୍ଷା ହେଇଗଲେ କାଦୁଅ ଗୁଡା ନାଚି ଉଠନ୍ତି ସତେ ଯେମିତି କେହି ଆସି ତା ଦେହରେ  ମନରାଇଜ ଆନ୍କିବ,ଆଉ ତା ଯୈାବନ କୁ ପୁର୍ନରୂପ ଦେବ|ହେଲେ କାଦୁଅ ସାନ୍ଗରେ ବର୍ଷାର ଭାରି ପୁରୁଣା ସମ୍ପର୍କ| ବର୍ଷାକୁ ମାଟି ପଣତ କାନିରେ ଘୋଡେଇ ରଖେ କାଦୁଅକରି|  ମୋର ମନ ଅଛି ଖେଳ ସାରି ଆସିଲାବେଳେ ମାଟି ରାସ୍ତା ଖାଲ ହେଇ କାଦୁଅ ପାଣି ଜମିଥିବ ସେଥିରେ ଗୋଡ ବୁଡେଇ ଫୁ

PRINCE

Megha Nandini | New Odia Song | Rupa & Pintu New Song |#Shorts #Trending #viral #shortvideo #odialiterature #Love

read more

JKBMS

Priti Pratikshya

ତୁମେ ମୋତେ ଭଲ ପାଇଥିଲ 
ରଫ୍ ଖାତାର କାଗଜଟେ  ପରି  ,

ଅଦରକାରୀ ଅଲୋଡା ଫର୍ଦଟିଏ ଥିଲି 
ତୁମ ଜୀବନ ପୃଷ୍ଠାରେ ବୋଧେ  ,

କିଛି ଦିନ ବେଶ୍ ଥିଲି ତମ ଦରକାରୀ 
ହିସାବ ପାଇଁ ଜାଗାଟିଏ ଲୋଡାଥିଲା ବୋଲି  , 

ମିଶା ମିଶି ଫେଡା ଫେଡି ଭିତରେ
 ମୋତେ ଦେଇଥିଲ ବାହାର କରି  , 

ବେଈମାନ ମଣିଷ ଟେ ପରି
ଚିରି ଫିଙ୍ଗିଦେଲ ମୋତେ  ,

ବି ଏମ୍ ସି ର ଅଳିଆ ଗଦା ରେ 
ହଜିଗଲି  ସିନା----
ତମ ଭଲ ପାଇବାକୁ ସାଉଣ୍ଟି ରଖିଛି 
ଆଜି ବି ମୁଁ ସିକ୍ରେଟ୍ ଡାଇରିଟେ ପରି  , #odiawritings #odiapoetry #yqodia #odiakavita #odiawriting 
#odialiterature #odia

k. Mishra

collab କରନ୍ତୁ ଉପରୋକ୍ତ ପଦଟିରେ।ଆନ୍ତରିକ ଶୁଭେଚ୍ଛା । #ହଜିଯାଏ#Collab #Yqbhaina #odiapoetry #odiakavita #odiawritings #Odiaquotes #odialiterature Collaborating with yqbhaina

read more
ମୁଁ ଯଦି ହଜି ଯାଏ,କେଉଁ ଏକ ନୀଳ ଆକାଶରେ.

              ଯନ୍ତ୍ରଣା, ଵି ଥାଏ ମୋର  ସାଥେ..

ମୁଁ ଯଦି,ହଜି ଯାଏ,କେଉଁ ଏକ  ଦେଉଳ ବେଢାରେ 

        ଯନ୍ତ୍ରଣା ଵି ସାଥେ ଥାଏ ଛପି,

 ମୁଁ ଯଦି ଚାଲି ଯାଏ, କେଉଁ, ଏକ ଅଜଣା ରାଇଯେ..

     କିମ୍ବା ଅଖୋଜ ପଥରେ,  ଯନ୍ତ୍ରଣା ବିଳପି ,ଉଠେ ହୃଦୟ

 ତନ୍ତ୍ରିରେ, କେଉଁ ଏକ ନିଖୋଜ କୋଣରେ 

ମୁଁ ଯଦି ଭାସିବୁଲେ ସାଗରରେ,  ଉର୍ମିମାଳା  ପରେ ।

  ଯନ୍ତ୍ରଣା ଵି ଭାସି ବୁଲେ, ପାଖେ ।

ଜୀବନ, ସହିତ ଯନ୍ତ୍ରଣା ର ଏହି ,ଲୁଚକାଳି ଖେଳ ଦେଖି ।

ସ୍ତବ୍ଧ ହୁଏ ମୋ ଦୁଇ ନୟନ,  
 
       ସତେ ଯେପରି ଯନ୍ତ୍ରଣା , ଶାଶ୍ୱତ ଓ ଚିରନ୍ତନ ।  

  collab କରନ୍ତୁ ଉପରୋକ୍ତ ପଦଟିରେ।ଆନ୍ତରିକ ଶୁଭେଚ୍ଛା ।
#ହଜିଯାଏ#collab #yqbhaina  #odiapoetry #odiakavita #odiawritings #odiaquotes #odialiterature
Collaborating with yqbhaina

Tejaswini Dash

ଅସୁମାରି ସ୍ଵପ୍ନ
ଅସୁମାରି ଖୁସି କେତେ ଯେ ଆନନ୍ଦ ଆଣି ଆସୁ ରଜ ପର୍ବ
ହେଲେ ଏଇ ବର୍ଷ ଏତେ ଯେ କଷ୍ଟ
ଲାଗେ ବର୍ଷା ଟା ନିଦାଘ ଠୁ ରୁଷ୍ଟ
ପୃଥିବୀ ପୀଡା ଟା ଘାଇଲା କଲାଣି
କେବେ ଯିବ ଏଇ କରୋନା କଷ୍ଟ
ରଜ ମନେଇବା ଆମେ ନିରାଡମ୍ବର ରେ ଖାଲି ସମ୍ଭାଳିବା ପାଇଁ ପୁରୁବ ପୁରୁଷ ପରମ୍ପରା
ଏତକି ଅନୁରୋଧ ମୋର....  #festival #yqodia #odiawritings #odiapoetry #odiaquotes #odialiterature

Rk Rakesh Kumar

ବୋଉ - କ'ଣ ଆଜି ଏତେ ଯାଏ ଲାଇନ୍ ଆସିନି । ମୁଁ - ହୁଁ ପା । ବୋଉ - ଦିନ ଆସି ୧୨ ଟା ବାଜିଲାଣି କେତେବେଳେ ଆଉ ମୁଁ ରୋଷେଇ କରିବି । ମୁଁ - ହୁଁ ପା ସେଇଆ । ବୋଉ ( ରାଗିକି ) - କଣ ଗୋଟେ ସେତେବେଳୁ ହୁଁ ପା ହୁଁ ପା ହଉଛୁ । କହୁନୁ କଣ କରିବା ? ମୁଁ - ହୁଁ ପା ତୁ କହୁନୁ । ବୋଉ - ୨୪ ଘଣ୍ଟା ସେଇ ମୋବାଇଲ୍ ଟାକୁ ଧରିକି କେଞ୍ଚୁଥା । କଣ ମିଳୁଛି କେଜାଣି ସେଥିରୁ ? ମୁଁ - ବୋଉ ପ୍ଲିଜ୍ ବାସ୍ ଆଉ ଗୋଟେ ଗେମ୍ । #odialiterature #Challenge  #ବାର୍ତ୍ତାଳାପ  #odiawritings 

read more
ବାର୍ତାଳାପ
~~~~~~~
ବାପା, ବୋଉ, ମୁଁ ଆଉ ଷ୍ଟୋଭ୍

(ଅନୁଶୀର୍ଷକ ରେ ପଢ଼ନ୍ତୁ)
 ବୋଉ - କ'ଣ ଆଜି ଏତେ ଯାଏ ଲାଇନ୍ ଆସିନି ।
ମୁଁ - ହୁଁ ପା ।
ବୋଉ - ଦିନ ଆସି  ୧୨ ଟା ବାଜିଲାଣି କେତେବେଳେ ଆଉ ମୁଁ ରୋଷେଇ କରିବି ।
ମୁଁ - ହୁଁ ପା ସେଇଆ ।
ବୋଉ ( ରାଗିକି ) - କଣ ଗୋଟେ ସେତେବେଳୁ ହୁଁ ପା ହୁଁ ପା ହଉଛୁ । କହୁନୁ କଣ କରିବା ?
ମୁଁ - ହୁଁ ପା ତୁ କହୁନୁ ।
ବୋଉ - ୨୪ ଘଣ୍ଟା ସେଇ ମୋବାଇଲ୍ ଟାକୁ ଧରିକି କେଞ୍ଚୁଥା । କଣ ମିଳୁଛି କେଜାଣି ସେଥିରୁ ?
ମୁଁ - ବୋଉ ପ୍ଲିଜ୍ ବାସ୍ ଆଉ ଗୋଟେ ଗେମ୍ ।

Subhasish Pradhan

#ନଭଶ୍ଚୁମ୍ଭି #ଆଭିଜାତ୍ୟ #munodia #yqodia #Yqbhaina #odialiterature #pinta_quote #odiastory

read more
ଆଶା ସବୁ ନଭଶ୍ଚୁମ୍ଭି, ପରିସ୍ଥିତି କିନ୍ତୁ ଭୂଇଁ କାମୁଡ଼ି ପଡ଼ିଛି।
ଆଭିଜାତ୍ୟର ମିଛ ଖୋଳପା ଭିତରେ "ବର୍ତ୍ତମାନ" ଟା ବଳି ଯାହା ପଡ଼ିଛି।
ପୂର୍ବ ପୁରୁଷଙ୍କୁ ନେଇ କରୁଥିବା ଗର୍ବ... ଗାଁ ଛକମୁଣ୍ଡେ ଗଞ୍ଜେଇ ଧୂଆଁରେ ନିଇତି ଉଡୁଛି।
ଲୋକଙ୍କ ମୁଖରୁ ଶୁଭେ ଏଠି କନା ପଡ଼ିଛି ହେଲେ କର୍ପୁର ଉଡ଼ିଯାଇଛି। #ନଭଶ୍ଚୁମ୍ଭି #ଆଭିଜାତ୍ୟ #munodia #yqodia #yqbhaina #odialiterature #pinta_quote  #odiastory
loader
Home
Explore
Events
Notification
Profile